ଭୁବନେଶ୍ବର ନୟାପଲ୍ଲୀ ନୂଆସାହିରେ ଧାରଣା ଦେଇଛନ୍ତି ପରିବାର ଲୋକେ।
ମୃତକ ହେଲେ ଶଙ୍କର ମହାରଣା।ଶଙ୍କରଙ୍କୁ ଗତ ବୁଧବାର ଗାଡିମାଲିକ ସାଙ୍ଗରେ ନେଇ ଯଶିପୁର ଯାଇଥିଲେ। ଶୁକ୍ରବାର ଶଙ୍କର ଫୋନ ନଉଠାଇବାରୁ ସନ୍ଦେହ ବଢିଥିଲା। ଗାଡି ମାଲିକ ହତ୍ୟା କରିଥିବା ସନ୍ଦେହ କରୁଛନ୍ତି ପରିବାର ଲୋକ।
Credible Local News of Odisha