ଡ୍ରାଇଭରଙ୍କ ବିକ୍ଷୋଭ ଘଟଣାରେ ସରକାରଙ୍କୁ ବିଜେପିର ସମାଲୋଚନା

ଦୁଇଦିନ ତଳେ ଭୁବନେଶ୍ୱରରେ ଡ୍ରାଇଭର ମହାସଂଘର ବିକ୍ଷୋଭ ସମୟରେ ଆଇନ ଶୃଙ୍ଖଳା ସୃଷ୍ଟି ହେବା ଘଟଣାରେ ରାଜ୍ୟ ସରକାରଙ୍କୁ ଆଜି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ସମାଲୋଚନା କରିଛନ୍ତି l

କେନ୍ଦ୍ର ସରକାର ଡ୍ରାଇଭରଙ୍କ ପାଇଁ ଅନେକ ଯୋଜନା କରିଥିବା ବେଳେ ରାଜ୍ୟ ସରକାର ତାହା କରିନଥିବା ସେ କହିଛନ୍ତି l ସେହିପରି ଡ୍ରାଇଭରଙ୍କୁ ଡ୍ରେସ କୋଡ଼ ଓ ଲୋଗୋ କିଏ ଦେଇଥିଲା ଏବଂ ରାଜଧାନୀରେ ସେମାନେ ଠୁଳ ହେବା ବେଳେ ପୁଲିସକୁ କିଏ ଚୁପ କରିଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes