ଡୁରା ଓଭର ବ୍ରିଜ ରେ ୨ ବାଇକ ଧକ୍କା ରେ ଜଣେ ମୃତ ୨ ଗୁରୁତର

ଗଞ୍ଜାମ ଜିଲ୍ଲା ଡୁରା ଓଭର ବ୍ରିଜରେ ଗତକାଲି ବିଳମ୍ବିତ ରାତିରେ ୨ ବାଇକ୍ ଧକ୍କାରେ ଜଣେ ମୃତ ଘଟିଥିବା ବେଳେ ୨ ଜଣ ଗୁରୁତର ଥିବା ଜଣାପଡିଛି।

ସୂଚନା ଯେ ଗୋପାଳପୁର ଥାନା ପକ୍ଷରୁ ପେଟ୍ରୋଲିଂ ବେଳେ ଦୁର୍ଘଟଣା ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଥିଲେ ଏବଂ ଦୁଇଟି ବାଇକ୍ ମଧ୍ୟରେ ଧକ୍କା ହେବ ଫଳରେ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣଙ୍କୁ ବ୍ରହ୍ମପୁର ମେଡିକାଲ୍ ପଠାଯାଇଛି। ମୃତକ ଜଣକ ହେଲେ ବ୍ରହ୍ମପୁର ପାଲୁରୁ ବଙ୍ଗଳା ଅଂଚଳର ଦେବରାଜ ବେହେରା ବୋଲି ପୁଲିସ୍ ସୂଚନା ଦେଇଛି ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes