ଡୁଡୁକାରେ ଚାଲିଛି ଜବରଦଖଲ ଉଚ୍ଛେଦ

ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଅଧିନସ୍ଥ ଡୁଡୁକା ଗ୍ରାମରେ ଆଜି ଡୁଡୁକା ବସଷ୍ଟାଣ୍ତରୁ ରାମପୁର ଯାଏ ଜବରଦଖଲ ଉଚ୍ଛେଦ ହେଉଛି।

ସ୍ଥାନୀୟ ତହସିଲଦାରଙ୍କ ଉପସ୍ଥିତିରେ ଉଚ୍ଛେଦ ଚାଲିଥିବା ଜଣେ ପ୍ରତ୍ଯକ୍ଷଦର୍ଶୀ ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes