ଡିଭାଇଡରକୁ ପିଟିଲା ସ୍କୁଲ ବସ୍‌, ଅଳ୍ପକେ ବର୍ତ୍ତିଲେ ୨୬ ପିଲା

ଭୁବନେଶ୍ବର ଆଚାର୍ଯ୍ୟ ବିହାର ଛକରେ ଏହି ଦୁର୍ଘଟଣା ଘଟିଛି।

ଗାଡି ଡ୍ରାଇଭରକୁ ଅଟକ ରଖିଛି ସହିଦ ନଗର ଥାନା ପୋଲିସ। ବସ୍‌ ଡ୍ରାଇଭର ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଳାଉଥିବା ଅଭିଯୋଗ ହୋଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes