ଡିଜେ ଆଜେକ୍ସଙ୍କ ମୃତ୍ୟୁ ନେଇ ୩୦୬ରେ ମାମଲା ରୁଜୁ

ଡିଜେ ଆଜେକ୍ସଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ୩୦୬ରେ ମାମଲା ରୁଜୁ କରିଛି ଖାରବେଳନଗର ଥାନା ପୁଲିସ।

ଆତ୍ମହତ୍ୟା ପାଇଁ ପ୍ରବର୍ତ୍ତାଇବା ଦଫା ଲଗାଇ ତଦନ୍ତ ଆରମ୍ଭ କରିବ ପୁଲିସ୍।ଆଜେକ୍ସଙ୍କ କଲ୍ ଡିଟେଲ ଓ ହ୍ୱାଟ୍ସ ଆପ୍ ଚାଟ୍‌ ଯାଞ୍ଚ ହେବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes