ଡାକ ଘରେ ଡକାୟତି ଉଦ୍ୟମ ସନ୍ଦେହରେ ତିନି ଯୁବକ ଥାନାରେ ଅଟକ

କଳାହାଣ୍ଡି ଜିଲ୍ଲା ଧର୍ମଗଡ ମୁଖ୍ୟ ଡାକ ଘରେ ଡକାୟତି ଉଦ୍ୟମ ସନ୍ଦେହରେ ତିନି ଯୁବକ ଥାନାରେ ଅଟକ ଅଛନ୍ତି।

ଯୁବକମାନେ ସ୍ଥାନୀୟ ଅଞ୍ଚଳର ହୋଇଥିବା ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes