ଡାକ୍ତରଙ୍କ ବିରୋଧରେ ଅସଦାଚରଣ ଅଭିଯୋଗ

ଭଦ୍ରକ ଜିଲ୍ଲା ଚାନ୍ଦବାଲି ସିଏଚସି ଡାକ୍ତର ନର୍ସଙ୍କୁ ଦୁର୍ବ୍ୟବହାର ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି।

ଏ ନେଇ ଚାନ୍ଦବାଲି ଥାନାରେ ନର୍ସଙ୍କ ଏତଲା ପରେ ମାମଲା ରୁଜୁ ହୋଇଛି। ଅଭିଯୋଗକାରିଣୀଙ୍କ ୧୬୪ ବୟାନ ରେକର୍ଡ କରିଛି ପୁଲିସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes