ଡବଳଙ୍ଗ ୨୪ପ୍ରହର ନାମ ଯଜ୍ଞରେ ରଂଙ୍ଗିନ ବାଦ୍ୟ ଓ ନାଚରେ ଦର୍ଶକ ବିଭୋର

ସୋନପୁର ବ୍ଲକ ଅନ୍ତର୍ଗତ ଡବଲଙ୍ଗରେ ଚାଲିଥିବା ୨୪ ପ୍ରହର ନାମରେ ରଂଙ୍ଗନ କିର୍ତ୍ତନରେ ପିଟା ବାଦ୍ୟରେ ଭାଲୁପଲିଆ ବାହାକ ଓ ଡବଳଙ୍ଗ ବାହାକର କମାଲରେ ଦର୍ଶକ ବିଭୋର ହୋଇଥିବା ବେଳେ ଟଙ୍କାର ଛାଉଣି କରିଥିବା ଦେଖିବାକୁ ମିଲିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes