ଡବଳଙ୍ଗରେ ୨୪ ପ୍ରହର ନାମ ପାଇଁ ଶୁଭସ୍ତମ୍ଭ ସ୍ଥାପନ

ସୋନପୁର ବ୍କକ ଡବଳଙ୍ଗ ଗ୍ରାମରେ ନାମ କିର୍ତ୍ତନ ପାଇଁ ଶୁଭସ୍ତମ୍ଭ ସ୍ଥାପନ ହୋଇଯାଇଛି।

ପଣ୍ତିତ ଲୋକନାଥ ପୂଜାରୀ , କର୍ତ୍ତା ଦାୟତ୍ବ ତୁଲାଇଥିବା ବେଳେ ଗୌତିଆ ରାଜକିଶୋର ମହାକୁର ତାଙ୍କ ପତ୍ନୀ ଡବଳଙ୍ଗ ଗ୍ରାମବାସୀ ସମସ୍ତ ପରିଚାଲନା ଦାୟତ୍ବ ତୁଲାଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes