ଡକାୟତି ବେଳେ ସାଇରନ୍ ବାଜିବାରୁ ଚମ୍ପଟ ମାରିଲେ ଦୁର୍ବୃତ୍ତ

ଢେଙ୍କାନାଳ ଜିଲ୍ଲା ଟାଉନ୍ ଥାନା କାଞ୍ଚନ ବଜାରର ଏକ ଘରୋଇ ସୁନା ଋଣ ପ୍ରଦାନକାରୀ ସଂସ୍ଥାରେ ଡକାୟତି କରୁଥିବା ବେଳେ ସାଇରନ୍ ବାଜିବାରୁ ୪ ଦୁର୍ବୃତ୍ତ ଚମ୍ପଟ ମାରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Exit mobile version