ଟ୍ରେନ ଟଏଲେଟ ଭିତରୁ ମିଳିଲା ଯୁବତୀଙ୍କ ମୃତଦେହ

ଧାନବାଦ ଏକ୍ସପ୍ରେସର ଏକ ବଗିରେ ଥିବା ଟଏଲେଟରୁ ମୃତଦେହ ମିଳିଛି।

ମୃତଦେହ ଚିହ୍ନଟ ହୋଇନଥିବା ବେଳେ କିଭଳି ମୃତ୍ୟୁ ହେଲା ଅସ୍ପଷ୍ଟ ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes