ଖୋର୍ଦ୍ଧା ଡିଭିଜନ ନିରାକାରପୁର ରେଳ ଷ୍ଟେସନରେ ଟ୍ରେନରେ କଟି ରେଳ କର୍ମଚାରୀଙ୍କ ମୃତ୍ୟୁ ଘଟିଛି।
ମୃତକ ଜଣଙ୍କ ରେଳବାଇ ଓ୍ବ।ର୍ଲେସ ମ୍ୟାନ ରତ୍ନାକର ପଣ୍ଡା। ନିରାକାରପୁର ଷ୍ଟେସନରେ ମେମୁ ପାସେଜଂରରେ ଚଢୁଥିବା ବେଳେ ଗୋଡ ଖସି ଯିବାରୁ ତଳେ ପଡିଯାଇଥିଲେ।ଟ୍ରେନ ଚକା ତାଙ୍କ ଉପରେ ଚଢି ଯିବାରୁ ତାଙ୍କର ମୃତ୍ୟୁ ଘଟିଛି।