ଟ୍ରାକ୍ଟର ଚଳାଇ ଜମିକୁ ହଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ମାନ୍ୟବର ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ କଟକ ଜିଲ୍ଲା ତିଗିରିଆ ବ୍ଲକସ୍ଥିତ ତେନ୍ତୁଳିରଗଡି ଠାରେ ନିଜେ ଟ୍ରାକ୍ଟର ଚଳାଇ ହଳ କରି ଅଖିମୁଠି ଅନୁକୂଳ କରିଛନ୍ତି ।

ଏହି ଅବସରରେ ଚାଷୀମାନଙ୍କର ସୁଖ ସମୃଦ୍ଧି କାମନା କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes