ସୋନପୁର ଜିଲ୍ଲା ବିରମହାରାଜପୁର ବ୍ଲକ ସୁବଳୟା ଥାନା ଅନ୍ତର୍ଗତ କମିରା ଛକ ନିକଟରେ ଆଜି ଏକ ପାଳ ବୋଝେଇ ଟ୍ରାକ୍ଟରରେ କୌଣସି କାରଣରୁ ନିଆଁ ଲାଗି ସମ୍ପୁର୍ଣ୍ଣ ପୋଡ଼ି ଯାଇଥିଲା।
ବୀରମହାରାଜପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ।
Credible Local News of Odisha