ଟ୍ରଲରରେ କଟି ମତ୍ସ୍ୟଜୀବୀ ମୃତ

ପାରାଦ୍ୱୀପ -କୋଣାର୍କ ଅଂଚଳରେ ପବନପୁତ୍ର ନାମକ ଟ୍ରଲରରେ ନରେନ୍ଦ୍ର ମଲିକ ଫିସିଂ କରୁଥିବା ବେଳେ ଏହି ଘଟଣା ଘଟିଛି।

ଆହତ ଅବସ୍ଥାରେ ତାଙ୍କୁ ଗୋପ ମେଡିକାଲରେ ଭର୍ତ୍ତି କରାଯାଇଥିଲା।ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଟ୍ରଲରରେ ମୋଟ ୯ ଜଣ ଥିଲେ। ମୃତକ ଭଦ୍ରକ ଜିଲ୍ଲା ବାସୁଦେବପୁର,ପରୁଆ ଗାଁର ବୋଲି ସୂଚନା ମିଳିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes