ଟ୍ରକ ଧକ୍କାରେ ବାପ -ଝିଅଙ୍କ ମୃତ୍ୟୁ, ଅନ୍ୟ ଜଣେ ଗୁରୁତର

ସମ୍ବଲପୁର 53 ନମ୍ବର ରାଜପଥର ବୈଜାମୁଣ୍ଡା ଅଞ୍ଚଳରେ ଆଜି ଟ୍ରକ ଧକ୍କାରେ ବାପ -ଝିଅଙ୍କ ମୃତ୍ୟୁ ହୋଇଛି l ଏହି ଦୁର୍ଘଟଣାରେ ଅନ୍ୟ ଜଣେ ଗୁରୁତର ହୋଇ ବୁର୍ଲା ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ପୁଲିସ କହିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes