ଟ୍ରକ ଚଢ଼ାଇ ମାରିବା ଘଟଣାରେ ଚାଳକ ଗିରଫ

କେନ୍ଦୁଝର ଜିଲା ଥାନା ପୋଲିସ ଗାଡି ଚାଢ଼ାଇ ମାଡିବା ଅଭିଯୋଗରେ ଗୁରୁବାର ଜଣେ ବ୍ୟକ୍ତି ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।ଗିରଫ ଯୁବକ ଜଣକ ହେଉଛନ୍ତି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ମିରିଜା ପୁର ଗ୍ରାମର ଦିଲ୍ଲୀପ କୁମାର ସାହୁ।

ସୂଚନା ଯେ ଢେଙ୍କିକୋଟ ପାଟଣା ଦେଇ ଯାଇଥିବା ୨୨୦ ନମ୍ବର ଜାତୀୟ ରାଜପଥ ର ମଙ୍ଗଳପୁରଏଞ୍ଜେଲ ଢ଼ାବା ନିକଟରେ ବୁଧବାରସକାଳୁ ଏକ ଯାତ୍ରା ପାର୍ଟି ର ଟ୍ରକ ଦୁର୍ଘଟଣା ରେ ଘଟଗାଁ ବ୍ଲକ ପଇଦା ପାଟଣା ପଞ୍ଚାୟତ ନୁସୁରୁପଶି ଗ୍ରାମର ସୋମ ବାରି ମୁଣ୍ଡା ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ଟ୍ରକ ଟି ଫେରାର ହୋଇଯାଉଥିବା ବେଳେ କେନ୍ଦେଇ ପଶି ନିକଟରୁ

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes