ଟ୍ରକ ଓଲଟି ଦୁଇ ଶ୍ରମିକ ମୃତ

16 ନମ୍ବର ଜାତୀୟ ରାଜପଥର ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଆଜି ସକାଳେ ଏକ ଟ୍ରକ ଓଲଟି ପଡିବାରୁ ଫ୍ଲାଇ ଓଭର କାମ କରୁଥିବା ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes