ଟ୍ରକ୍ ଧକ୍କାରେ ବିଦ୍ୟୁତ ଖୁଣ୍ଟ ପଡ଼ି ୨ ନାବାଳକ ଗୁରୁତର

ସୁନ୍ଦରଗଡ଼ ଜିଲ୍ଲା ଲେଞ୍ଜାଡିହିରେ କ୍ରସରରୁ ମାଲ୍‌ ବୋଝେଇ ଟ୍ରକ ଯିବାବେଳେ ଅଘଟଣ ଘଟିଛି।

ଗୁରୁତର ଆହତ ୨ ନାବାଳକ ରାଉରକେଲା ସ୍ଥାନାନ୍ତର କରାଯାଇଛି।ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିବା ବେଳେ ଲୋକେ କ୍ଷତିପୂରଣ ଦାବିରେ ଟ୍ରକ ଅଟକ ରଖିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes