ଟ୍ରକ୍‌କୁ ପିଟିଲା ଆମ୍ବୁଲାନ୍ସ; ୨ କର୍ମଚାରୀ ସମେତ ୫ ଆହତ

ଆମ୍ବୁଲାନ୍ସଟି ରୋଗୀ ନେଇ ବାଲେଶ୍ୱର ଆସୁଥିବା ବେଳେ ହଳଦୀପଦା ନିକଟରେ ଦୁର୍ଘଟଣା ଘଟିଛି।

ଭୋଗରାଇ ଦାରୁହାରୁ ଝାଡ଼ାବାନ୍ତି ଆକ୍ରାନ୍ତଙ୍କୁ ନେଇ ଆସୁଥିଲା ଆମ୍ବୁଲାନ୍ସ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes