ଟେଲି ଅଭିନେତ୍ରୀଙ୍କ ଆତ୍ମହତ୍ୟା

ଟେଲି ଅଭିନେତ୍ରୀ ରଶ୍ମି ରେଖା ଓଝା ଆତ୍ମହତ୍ୟା କରିଛନ୍ତି।

ମୃତଦେହ ନିକଟରୁ ଏକ ସୁଇସାଇଡ଼ ନୋଟ ଜବତ ହୋଇଛି। ଭୁବନେଶ୍ୱର ନୟାପଲ୍ଲୀ ଥାନା ପୁଲିସ ଘଟଣାର ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes