ଟୁସୁ ଗୀତ ନୃତ୍ୟ ରେ ପ୍ରକମ୍ପିତ ହେଲା ବୈତରଣୀ ନଦୀ କୁଳ

କେନ୍ଦୁଝର ଜିଲା ପାଟଣା ଥାନା କପୁଣ୍ଡି ପଞ୍ଚାୟତ ଧାନବେଣୀ ର ବୈତରଣୀ ନଦୀ କୂଳରେ ରେ ଥିବା ଜଳେଶ୍ବର ମହାଦେବ ମନ୍ଦିର ନିକଟ ପଡିଆ ରେ ରବିବାର ସନ୍ଧ୍ୟାରେ ମକର ମେଳା ଅନୁଷ୍ଠିତ ହୋଇଛି।

ଆୟୋଜିତ ପୁରଷ୍କାର ବିତରଣ ଉତ୍ସଵ କପୁଣ୍ଡି ସମିତି ସଭ୍ୟ ବିଜୟ କୁମାର ପଇଦା ଙ୍କ ଅଧକ୍ଷତା ରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଜଗନ୍ନାଥ ନାଏକ, ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ସରପଞ୍ଚ ଅନିତା କୁସୁମୁଳିଆ ପ୍ରମୁଖ ଯୋଗ ଦେଇ ପ୍ରଥମ ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ଟୁସୁ ମେଢ଼ କୁ ପୁରସ୍କୃତ କରିଥିଲେ। ଟୁସୁ ଗୀତ ନୃତ୍ୟ ରେ ନଦୀ କୁଳପ୍ରକମ୍ପିତ ହୋଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes