ଟୀକା ଦାନରେ ବିଳମ୍ୱ ନେଇ ଅସନ୍ତୋଷ

ସ୍ଥାନୀୟ ନଗର ଭବନରେ ଟୀକା ଦେବାରେ ବିଳମ୍ବ ହେଉଥିବାରୁ ଅସନ୍ତୋଷ ଦେଖାଦେଉଛି।

ଭିତରେ ଓ ବାହାରେ ଚିଟ ଧରି ଲୋକମାନେ ଦୀର୍ଘ ସମୟ ହେଲା ଅପେକ୍ଷା କରିଥିଲେ ହେଁ ଟୀକା ଦେବରେ ବିଳମ୍ୱ ହେଉଥିବାରୁ ସେମାନେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes