ଟିପିସିଓଡିଏଲ ମ୍ୟାନେଜର କମର୍ସିଆଲଙ୍କୁ ଦାବୀପତ୍ର

ବିଗତ କିଛି ମାସ ଧରି ଟିପିସିଓଡିଏଲ ପକ୍ଷରୁ ସମଗ୍ର ତାଳଚେର ବ୍ଲକ ଓ ସହରାଞ୍ଚଳରେ ବାରମ୍ବାର ମନଇଚ୍ଛା ବିଜୁଳି କାଟ ଓ ବିଦ୍ୟୁତ ବିଲ ଦେଉଥିବା ଅଭିଯୋଗ କରି ଆଜି ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜକିଶୋର ସାହୁ,ସଂଗ୍ରାମ କେଶରୀ କୁଅଁର, ଅଭୟ ପାଣି, ବୀରବର ସାହୁ, ପ୍ରହଲ୍ଲାଦ ସାହୁ ପ୍ରମୁଖ ଦାବୀପତ୍ର ପ୍ରଦାନ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes