ଟିକିରା ଗ୍ରୀଡ଼ରୁ ଶୀଘ୍ର ବିଦ୍ୟୁତ କରଣ ପାଇଁ ତାଗିଦ କଲେ ବିଧାୟକ

କେନ୍ଦୁଝର ଜିଲ୍ଲା ପାଟଣା ମୁଖ୍ୟାଳୟକୁ ଘଟଗାଁ ବ୍ଲକ ଟିକିରା ଗ୍ରୀଡ଼ରୁ ବିଦ୍ୟୁତ ସଂଯୋଗ କରଣ ନେଇ କାର୍ଯ୍ୟ ସ୍ଥଳୀରେ ଶନିବାର ଅଚାନକ ପାଟଣା ବିଧାୟକ ଜଗନ୍ନାଥ ନାଏକ ପହଞ୍ଚି ଅଳ୍ପ ସଂଖ୍ୟକ ଶ୍ରମିକ କାର୍ଯ୍ୟ କରୁଥିବା ଦେଖି ଅସନ୍ତୋଷ ବ୍ୟକ୍ତ କରି ୧୫ ଦିନ ମଧ୍ୟରେ ବିଦ୍ୟୁତ ସଂଯୋଗ ସାରିବା ପାଇଁ ଚିଫ ଏକ୍ସକ୍ୟୁଟିଭ ଅଫିସର ବାଲେଶ୍ୱର ,ଅଧିକ୍ଷଣ ଯନ୍ତ୍ରୀ , ଠିକାଦାରଙ୍କୁ ଫୋନ ଯୋଗେ ତାଗିତ କରିଛନ୍ତି।

ବିଧାୟକଙ୍କ ସହ ସାମାଜିକ କର୍ମୀ ବିବେକାନନ୍ଦ ଦାଶ,ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପ୍ରଶାନ୍ତ କୁମାର ଭଞ୍ଜ,ବିଦ୍ୟୁତ କର୍ମଚାରୀ ଜୟକୃଷ୍ଣ ଦାସ ସମେତ ଅନେକ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes