ଟିକସ ଫାଙ୍କିବା ଅଭିଯୋଗରେ ୩ ଭାଇଙ୍କୁ ୭୭ ଲକ୍ଷ ୧ ହଜାର ଟଙ୍କା ଜରିମାନା

ଟିକସ ଫାଙ୍କିବା ଅଭିଯୋଗରେ ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ୩ ଭାଇଙ୍କ ଠାରୁ ୭୭ ଲକ୍ଷ ୧ ହଜାର ଟଙ୍କା ଜରିମାନା କରିଛି ସିଟି ଜିଏସଟି।

ଚଢ଼ାଉ ବେଳେ ବହୁ ଅନିୟମିତତା ହୋଇଥିବା ପ୍ରମାଣ ପାଇଥିଲା ଜିଏସଟି ବିଭାଗ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes