ଟମାଟୋ ଫ୍ଲୁ ଆତଙ୍କିତ ହେବା ଭଳି ରୋଗ ନୁହେଁ: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଟମାଟୋ ଫ୍ଲୁରେ ଆକ୍ରାନ୍ତ ୯୯%ରୁ ଅଧିକ ଭଲ ହୋଇଯା‌ଆନ୍ତି, ମୃତ୍ୟୁ ସଂଖ୍ୟା ବହୁତ କମ୍, ଏହା ସପ୍ତାହେ ଭିତରେ ଭଲ ହୋଇଯିବ ବୋଲି କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ।

ପିଲାଙ୍କୁ ହେଲେ ଆଇସୋଲେସନରେ ରଖି ଲକ୍ଷଣ ଅନୁସାରେ ଔଷଧ ଦିଅନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes