ଟପ୍ ୧୦୦ରେ ଓଡ଼ିଶାର ୪ଟି ଶିକ୍ଷାନୁଷ୍ଠାନ

ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ବା ଏନ୍ଆଇଆରଏଫ ରାଙ୍କିଂ ପ୍ରକାଶ ପାଇଥିବା ବେଳେ ସାମଗ୍ରିକ ବର୍ଗରେ ଟପ୍ ୧୦୦ ଭିତରେ ଓଡ଼ିଶାର ୪ଟି ଶିକ୍ଷାନୁଷ୍ଠାନ ଓ ଟପ୍ ୨୦୦ରେ ଓଡ଼ିଶାର ୮ଟି ଶିକ୍ଷାନୁଷ୍ଠାନ ରହିଛି।

ଟପ୍ ୧୦୦ରେ ସୋଆ-୩୦, କିଟ୍-୩୪, ଏନ୍ଆଇଟି ରାଉରକେଲା-୩୯, ଆଇଆଇଟି ଭୁବନେଶ୍ବର-୬୫ତମ ସ୍ଥାନରେ ଅଛନ୍ତି। ଶ୍ରେଷ୍ଠ ୨୦୦ ଭିତରେ ଉତ୍କଳ ବିଶ୍ବବିଦ୍ୟାଳୟ, ସିଭି ରମଣ, ଏସସିବି-କଟକ ଓ VSSUT ବୁର୍ଲା ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes