ଟନେଲ କାମ ବେଳେ ମାଟି ଅତଡା ଧସି ୨ ଶ୍ରମିକଙ୍କ ମୃତ୍ୟୁ

କୋରାପୁଟ- ରାୟଗଡ଼ା ଲାଇନରେ ଲକ୍ଷ୍ମୀପୁର ବ୍ଲକ୍‌ ୨ନଂ ଟନେଲରେ ଡବଲିଂ କାମ ଚାଲିଥିବା ବେଳେ ମାଟି ଅତଡା ଧସି ୨ ଶ୍ରମିକଙ୍କ ମୃତ୍ୟୁ ଘଟିଛି।

ମୃତକଙ୍କ ମଧ୍ୟରେ ଅଛନ୍ତି ବୁର୍ଜା ଗାଁର ରବି ପ୍ରେପେକା ଓ ଆସାମର ଜହରୁଦ୍ଦିନ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes