ଟଙ୍କପାଣି ଲକ୍ଷ୍ମୀନାରାୟଣ ମନ୍ଦିରରୁ ଆଠଟି ମୂର୍ତ୍ତି ଚୋରି

ବାଲିଅନ୍ତା ଥାନା ଅନ୍ତର୍ଗତ ଟଙ୍କପାଣି ଗ୍ରାମ ମୁଣ୍ଡରେ ଥିବା ଲକ୍ଷ୍ମୀନାରାୟଣ ମନ୍ଦିରରୁ ଗତକାଲି ରାତିରେ ଆଠଟି ଅଷ୍ଟଧାତୁ ମୂର୍ତ୍ତି ଚୋରି ହୋଇଯାଇଥିବା କର୍ତ୍ତୃପକ୍ଷ ଥାନାରେ ଅଭିଯୋଗ କରିଛନ୍ତି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes