ଝୁଲନ୍ତା ଅବସ୍ଥାରେ ଛାତ୍ରଙ୍କ ମୃତଦେହ ଉଦ୍ଧାର

ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବାପୁଜୀ ମହାବିଦ୍ୟାଳୟ ପରିସରରେ ଥିବା ଏକ ମହୁଲ ଗଛରୁ ଆଜି ଝୁଲନ୍ତା ଅବସ୍ଥାରେ ଜଣେ ଛାତ୍ରଙ୍କ ମୃତ ଦେହ ଦେଖିବାକୁ ମିଳିଛି ।

ମୃତ ଛାତ୍ର ଜଣକ ବାପୁଜୀ ମହାବିଦ୍ୟାଳୟର ଛାତ୍ର ବିବେକ ସାହୁ ବୋଲି କୁହାଯାଉଛି । ବିବେକାଙ୍କ ଘର ବରପଦା ହୋଇଥିବା ବେଳେ ସେ ହଷ୍ଟେଲରେ ରହି ପାଠପଢୁଥିଲେ ବୋଲି ଜଣା ପଡିଛି । ପୁଲିସ ଘଟଣାର ତଦନ୍ତ କରୁଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes