ଝୁଲଣ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଆଜି ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନା ଅଧିକାରୀ ଅନିତା କିଡ଼ଙ୍କ ଅଧ୍ୟକ୍ଷତାରେ ସୁବଳୟାର ପ୍ରସିଦ୍ଧ ଝୁଲଣ ଯାତ୍ରା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

ଏହି ବୈଠକରେ ଗ୍ରାମ ପାଞ୍ଚୟତର ସରପଞ୍ଚ ପ୍ରୋମଦ କୁମହାପାତ୍ରଙ୍କ ସମେତ ସମସ୍ତ ୱାର୍ଡ ମେମ୍ବର ଏବଂ ବରିଷ୍ଠ ସାମ୍ବାଦିକ ରାଜେଶ ସେଠୀ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes