ଝାରସୁଗୁଡା ଉପ ନିର୍ବାଚନରେ ବିଜେଡିର ହେବ ବଡ଼ ବିଜୟ: ଦେବୀ ମିଶ୍ର

ଲୋକେ ମନସ୍ଥ କରି ସାରିଛନ୍ତି ବିଜେଡିକୁ ଭୋଟ ଦେବା ପାଇଁ ବୋଲି କହିଛନ୍ତି ବିଜେଡି ନେତା ଦେବୀ ମିଶ୍ର।

ଦ୍ଵିତୀୟ ସ୍ଥାନରେ କିଏ ରହିବ ବିଜେପି ଓ କଂଗ୍ରେସ ମଧ୍ୟରେ ଲଢେ଼ଇ ହେବ। ବିଜେଡିରୁ ପ୍ରାର୍ଥୀ କିଏ ହେବ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି ଶ୍ରୀ ମିଶ୍ର କହିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes