ଝାରସୁଗୁଡ଼ାରେ ସିମ୍ପାଥି କାମ ଦେବ ନାହିଁ: ପୃଥ୍ୱୀରାଜ

ଝାରସୁଗୁଡ଼ା ଉପନିର୍ବାଚନ ପ୍ରାର୍ଥୀ ପ୍ରସଙ୍ଗରେ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ୨ଦିନ ମଧ୍ୟରେ ଝାରସୁଗୁଡ଼ା ଯିବ ବିଜେପିର ବରିଷ୍ଠ ପର୍ଯ୍ୟବେକ୍ଷକ ଟିମ୍, କର୍ମକର୍ତ୍ତା, ବିଜେପି ନେତୃତ୍ୱ, ଲୋକଙ୍କ ମତାମତ ପରେ ପ୍ରାର୍ଥୀ ଚୟନ କରିବେ।

ସରକାରଙ୍କ ସବୁ ଚେଷ୍ଟା ପ୍ରତିହତ ହେବ, ବିଜେପି ସପକ୍ଷରେ ଜନମତ ଆସିବ ବୋଲି କହିଛନ୍ତି ପୃଥ୍ୱୀରାଜ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes