ଝରିଗାଁ ବ୍ଳକ ଡଙ୍ଗରୀଗୁଡ଼ାରେ କାର୍ତ୍ତିକ ପୂର୍ଣ୍ଣିମା ପାଳନ

କାର୍ତ୍ତିକ ପୂର୍ଣ୍ଣିମାରେ ଆଖ ପାଖ ଅଞ୍ଚଳର ଭକ୍ତ ମାନେ ଏଠାରେ ଡଙ୍ଗା ଭସାଇବା ପାଇଁ ରାତ୍ରି ପ୍ରାୟ ୨ ଠାରୁ ଚିତ୍ରଙ୍ଗୀ ନଦୀ କୁଳରେ ଭିଡ ଜମାଇ ଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes