ଝରଣାର ଦୁଈକୂଳ ପୁସ୍ତକ ଲୋକାର୍ପିତ

ବାଲେଶ୍ଵର ଜିଲ୍ଲା ରେମୁଣା ସ୍ଥିତ ବିଦ୍ୟାଭୂଷଣ ସ୍ମୃତି ମନ୍ଦିର ପରିସରରେ ରେମୁଣା ସାହିତ୍ୟ ସଂସଦ ଆନୁକୂଲ୍ୟରେ ପଣ୍ଡିତ ଶକ୍ତିପଦ ପଣ୍ଡାଶର୍ମାଙ୍କ ଉପନ୍ୟାସ ଝରଣାର ଦୁଈକୂଳ ଲୋକାର୍ପିତ ହୋଇଛି।

ବହୁ ବିଶିଷ୍ଟ ସାହିତ୍ୟିକ ଓ ସାରସ୍ୱତ ସାଧକ ଯୋଗଦେଇ ଏହି ପୁସ୍ତକ ଲୋକାର୍ପଣ କରିବା ସହ ଏହା ଉପରେ ସମୀକ୍ଷା କରିଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes