ଜୟପୁର ରାଜପରିବାରର ଶେଷ ରାଣୀଙ୍କ ପରଲୋକ

ଶେଷ ରାଣୀ ରମାକୁମାରୀ ଦେବୀଙ୍କର ୯୦ ବର୍ଷ ବୟସରେ ପରଲୋକ ଘଟିଛି।

ଜୟପୁରସ୍ଥିତ ରାଜପ୍ରାସାଦରେ ବିଳମ୍ବିତ ରାତିରେ ପରଲୋକ ଘଟିଥିବା ପରିବାର ପକ୍ଷରୁ ସୂଚନା ଦିଆଯାଇଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes