ଜୟପୁର କଂଗ୍ରେସ ର କର୍ମୀ ସମ୍ମଳନୀ

କୋରାପୁଟ ଜିଲ୍ଲା ବୋରିଗୁମ୍ମା ବ୍ଲକ ବି ସିଂପୁର ପଞ୍ଚାୟତର ପୋଡ଼ାପଦର ଠାରେ କଂଗ୍ରେସର କର୍ମୀ ସମ୍ମଳନୀ ଅନୁଷ୍ଠିତ ହୋଇଯାଇଛି ।

ଏଠାରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନପତି ଯୋଗ ଦେଇ କର୍ମୀ ଙ୍କୁ ଦେଲେ ଗୁରୁ ମନ୍ତ୍ର ଦେଇଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes