ଜୁନ ୬ ରୁ ୧୬ ସ୍କୁଲରେ ହେବ ଖରାଛୁଟି

ଆସନ୍ତା ଜୁନ 6 ତାରିଖରୁ 16 ତାରିଖ ପର୍ଯ୍ୟନ୍ତ ସ୍କୁଲରେ ଖରାଛୁଟି ହେବ ବୋଲି ଆଜି ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes