ଜୁନ, ଜୁଲାଇରେ ତିନି ଜିଲ୍ଲାରେ କମ ବର୍ଷା, ତିନିରେ ଅଧିକ

ଜୁନ 1 ତାରିଖରୁ ଜୁଲାଇ 29 ତାରିଖ ମଧ୍ୟରେ ରାଜ୍ୟରେ ହାରାହାରି 526.4 ମିଲିମିଟର ବଦଳରେ ହୋଇଛି 500.9 ମିମି ବର୍ଷା l
ସମ୍ବଲପୁର, ସୁନ୍ଦରଗଡ଼ ଓ ଭଦ୍ରକ ଜିଲ୍ଲାରେ ଆବଶ୍ୟକ ଠାରୁ କମ ବର୍ଷା ହୋଇଥିବା ବେଳେ କନ୍ଧମାଳ, ବୌଦ୍ଧ ଓ ଢେଙ୍କାନାଳ ଜିଲ୍ଲାରେ ଆବଶ୍ୟକତା ଠାରୁ ଅଧିକ ବର୍ଷା ହୋଇଥିବା ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଆଜି କୁହାଯାଇଛି l

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes