ଜୁନ୍ ୫ରେ ଆଇସିଏସ ପ୍ରାରମ୍ଭିକ ପରୀକ୍ଷା

କେନ୍ଦ୍ରୀୟ ଲୋକସେବା ଆୟୋଗ ନିୟନ୍ତ୍ରନାଧୀନ ଭାରତୀୟ ପ୍ରଶାସନିକ ସେବା ପ୍ରାରମ୍ଭିକ ପରୀକ୍ଷା ୨୦୨୨ ଆସନ୍ତା ୫ତାରିଖରେ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।

ଆସନ୍ତା ୫ରେ ପ୍ରାରମ୍ଭିକ ପରୀକ୍ଷା ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ।ପ୍ରଥମ ପର୍ଯ୍ୟାୟ ପୂର୍ବାହ୍ନ ସାଢେ ୯ଟାରୁ ୧୧ଟା ଏବଂ ଦ୍ବିତୀୟ ପର୍ଯ୍ୟାୟ ଅପରାହ୍ନ ସାଢ଼େ ୨ଟାରୁ ୪ଟା ଅନୁଷ୍ଠିତ ହେବ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes