ଜୁନ୍‌ ୧ରୁ ପୁରୀ ଜିଲ୍ଲାରେ ମିଳିବ କେବଳ ହଲମାର୍କ ଗହଣା

ଜୁନ୍‌ ୧ରୁ ପୁରୀ ଜିଲ୍ଲାରେ କେବଳ ହଲମାର୍କ ଥିବା ଗହଣା ବିକ୍ରି ହେବ ବୋଲି ସୂଚନା ଦେଇଛନ୍ତି ଖାଉଟି କଲ୍ୟାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ।

ସୁନା କିଣିବା ବେଳେ ହଲମାର୍କ ଯାଞ୍ଚ ପାଇଁ ଉପଭୋକ୍ତାଙ୍କୁ ମନ୍ତ୍ରୀଙ୍କ ଅନୁରୋଧ କରିଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes