ଜିଲ୍ଳା ହକି ଆସୋସିଏସନ ମୟୂରଭଞ୍ଜ ତରଫରୁ କନିଷ୍ଠ ହକି ଦଳ ମନୋନୀତ

ଚଳିତ ସେପ୍ଟେମ୍ବର ୧୮ ରୁ ୨୩ ତାରିଖ ମଧ୍ୟରେ ହେବାକୁ ଥିବା ରାଜ୍ୟ ହକି ଚାମ୍ପିଅନ -୨୦୨୨ ନିମନ୍ତେ ମୟୂରଭଞ୍ଜ ଜିଲ୍ଲାର ଚାନ୍ଦୁଆ ଏସ ଏସ ଡି ଉଚ୍ଚ ବିଦ୍ୟାଳୟର କନିଷ୍ଠ ବର୍ଗର ପିଲାମାନେ ମନୋନୀତ ହୋଇଛନ୍ତି।

ଜିଲ୍ଲାପାଳ ବିନୀତ ଭରଦ୍ୱାଜଙ୍କ ପ୍ରତ୍ୟେକ୍ଷ ତତ୍ୱାବୋଧାନ ଏବଂ ଅତିରିକ୍ତ ଜିଲ୍ଲାପାଳ ସୂଚାରୁ ବଳଙ୍କ ପରିଚାଳନାରେ ଉକ୍ତ ହକି ଦଳ ପ୍ରତିଯୋଗିତା ରେ ଅଂଶ ଗ୍ରହଣ କରିବ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes