ଜିଲ୍ଲା ସ୍ତରୀୟ ବିଶ୍ବ ରୋଗୀ ସୁରକ୍ଷା ଦିବସ ପାଳିତ

ସୁବର୍ଣ୍ଣପୁର ଜିଲ୍ଲା ସ୍ଵାସ୍ଥ୍ୟ ସମିତି ତରଫରୁ ବିଶ୍ଵ ରୋଗୀ ସୁରକ୍ଷା ଦିବସ ପାଳିତ ହୋଇଯାଇଛି।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଅବସ୍ଥିତ ତାଲିମ କେନ୍ଦ୍ରରେ ଏହି ଅବସରରେ ଅନୁଷ୍ଠିତ ସଭାରେ ଅଧ୍ୟକ୍ଷତା କରି ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡାକ୍ତର ବିଶ୍ଵରଂଜନ ପତି ସ୍ଵାସ୍ଥ୍ୟସେବା ପ୍ରଦାନ କ୍ଷେତ୍ରରେ ରୋଗୀ ସୁରକ୍ଷା ସବୁଠୁ ଗୁରୁତ୍ଵପୁର୍ଣ୍ଣ ବୋଲି ଉଲ୍ଲେଖ କରିବା ସହ ଉପସ୍ଥିତ ସ୍ଵାସ୍ଥ୍ୟସେବା ପ୍ରଦାନକାରୀଙ୍କୁ ରୋଗୀ ସୁରକ୍ଷା ଶପଥ ପାଠ କରାଇଥିଲେ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes