ଜିଲ୍ଲାର ୬ଗୋଟି କେନ୍ଦ୍ରରେ ଆରମ୍ଭ ହେଲା ଯୁକ୍ତ ଦୁଇ ଖାତାଦେଖା

ଉତ୍ତର ଓଡିଶା ଜୋନରେ ମୂଲ୍ୟାୟନ କେନ୍ଦ୍ରରେ ଖାତା ଦେଖା ଆରମ୍ଭ ହୋଇଥିବା ନେଇ ବାରିପଦା ସ୍ଥିତ ଜୋନ କାର୍ଯ୍ୟାଳୟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

ମୟୁରଭଂଜ ଜିଲ୍ଲାରେ ସମୁଦାୟ ୬ଗୋଟି କେନ୍ଦ୍ରରେ ଯୁକ୍ତ ଦୁଇ ଖାତା ମୂଲ୍ୟାୟନ ହେଉଥିବା ବେଳେ ସେଥି ମଧ୍ୟରୁ ଅନଲାଇନ କେନ୍ଦ୍ର ୨ଟି ଓ ଅଫଲାଇନ କେନ୍ଦ୍ର ୫ଟି ରହିଛି। ବାଲେଶ୍ବରରେ ୭ଟି,ଭଦ୍ରକରେ ୨ଟି,କେନ୍ଦୁଝରରେ ୪ଟି ମୂଲ୍ୟାୟନ କେନ୍ଦ୍ର ହୋଇଥିବା ନେଇ ଉତ୍ତର ଓଡିଶା ଜୋନର ଉପ ସଚିବ ଜୟଦେବ ପରମାଣିକ ସୂଚନା ଦେଇଛନ୍ତି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes