ଜିଲ୍ଲାରେ ୨୮୨୮ ପରୀକ୍ଷାର୍ଥୀ ଅନୁପସ୍ଥିତ

କେନ୍ଦୁଝର ଜିଲ୍ଲାରେ ସମୁଦାୟ ୨୬୩୧୫ ଜଣ ପରୀକ୍ଷାର୍ଥୀ ଫର୍ମ ଫିଲଅପ କରିଥିବା ବେଳେ ଆଜି ମିଳିଥିବା ରିପୋର୍ଟ ଅନୁଯାୟୀ ୨୩୪୮୭ ଜଣ ପରୀକ୍ଷା ଦେଇଛନ୍ତି। ଜିଲା ଶିକ୍ଷା ବିଭାଗ ତଥ୍ୟ ଅନୁଯାୟୀ ୨୮୨୮ ଜଣ ପିଲା ପରୀକ୍ଷାରେ ଅନୁପସ୍ଥିତି ଥିବା ଜଣା ପଡିଛି।

ତେବେ ଏତେ ସଂଖ୍ୟକ ପରୀକ୍ଷାର୍ଥୀ ଅନୁପସ୍ଥିତି କୁ ନେଇ ଚର୍ଚ୍ଚାର ବିଷୟ ହୋଇଛି। ଫର୍ମ ଫିଲପ କରି ଏତେ ସଂଖ୍ୟକ ପିଲା ପରୀକ୍ଷା ନ ଦେବା ପ୍ରକୃତ କାରଣ ଜଣା ପଡୁନଥିଲେ ହେଁ ଏ ନେଇ ତଦନ୍ତ ର ଆବଶ୍ୟକତା ରହିଛି।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes