ଜିଲ୍ଲାପାଳ କାର୍ଯ୍ୟଳୟ ସମ୍ମୁଖରେ ବିଶ୍ୱ ପରିବେଶ ଦିବସ ପାଳିତ

ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଏକ୍ସନ କମିଟି ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି ।

ଏହି କାର୍ଯ୍ୟକ୍ରମ ରେ ଏକ୍ସନ କମିଟିର କାର୍ଯ୍ୟକର୍ତା ମାନେ ଭିଭିନ୍ନ ପ୍ରକାରର ଗଛର ଚାରା ଆଣି ଗଛର ଉପକରିତା ଓ ପରିବେଶକୁ କିପରି ସୁସ୍ଥ ରଖାଯାଇ ପାରିବ ସେ ବିଷୟରେ ସଚେତନତା କରିଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes