ଆଜି କେନ୍ଦୁଝର ଜିଲ୍ଲାପାଳ ଆଶିଷ ଠାକରେ ନିର୍ମାଣାଧୀନ ମେଡିକାଲ କଲେଜ କୁ ପରିଦର୍ଶନ କରି ବିଭିନ୍ନ ନିର୍ମାଣ କାର୍ଯ୍ୟର ଅଗ୍ରଗତି ଅନୁଧ୍ୟାନ କରିଛନ୍ତି।
ନିର୍ଦ୍ଧାରିତ ସମୟ ରେ କାର୍ଯ୍ୟ ଶେଷ କରିବା ପାଇଁ ଠିକା ସଂସ୍ଥାଙ୍କ ଆଦେଶ କରିଛନ୍ତି ସେହିପରି ମେଡିକାଲ କଲେଜର ଅନ୍ୟ କାର୍ଯ୍ୟଗୁଡିକୁ ସମ୍ପୂର୍ଣ କରିବାକୁ ଅଧିକ୍ଷକ ଓ ଡିନଙ୍କୁ ସେ ନିର୍ଦ୍ଦେଶ ଦେଇଥିଲେ ।