ଜିଲ୍ଲାପାଳଙ୍କ ଦ୍ୱାରା ବିନିକାରେ ସ୍ମାର୍ଟ ଲାଇବ୍ରେରୀ ଉଦଘାଟନ

ସୁବର୍ଣ୍ଣପୁର ଜିଲ୍ଲା ଗ୍ରନ୍ଥାଳୟ ତରଫରୁ ବିନିକା ସ୍ପୋର୍ଟସ କ୍ଲବ ଠାରେ ଆଜିଠାରୁ ଆରମ୍ଭ ହୋଇଥିବା ସ୍ମାର୍ଟ ଲାଇବ୍ରେରୀକୁ ଜିଲ୍ଲାପାଳ ଅବୋଲି ସୁନୀଲ ନରୱନେ ଫିତା କାଟି ଉଦଘାଟନ କରିଛନ୍ତି ।

ନିଜର ଭବିଷ୍ୟତ ଗଠନ ଦିଗରେ ଏହି ସେବା ସମସ୍ତଙ୍କ ପାଇଁ ସହାୟକ ହେବ। ଅନୁଷ୍ଟିତ ଏହି ମହତ କାର୍ଯ୍ୟକ୍ରମରେ ବିଭିନ୍ନ ଶିକ୍ଷାନୁଷ୍ଠାନ, ସ୍ବେଚ୍ଛାସେବୀ, ରାଜନୀତି, ସ୍ପୋର୍ଟସ କ୍ଲବ କର୍ମକର୍ତ୍ତାଙ୍କ ସମେତ ଅଞ୍ଚଳର ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

Leave a Comment

This site uses Akismet to reduce spam. Learn how your comment data is processed.

Nuakhai wishes